40.1 C
Bhubaneswar
Thursday, April 25, 2024
HomeUncategorizedଅନ୍ତର୍ନିହିତ ସତ୍ୟକୁ କେବେ ଜାଣିବାରେ ସକ୍ଷମ ହୋଇଥିଲେ ରବୀନ୍ଦ୍ର

ଅନ୍ତର୍ନିହିତ ସତ୍ୟକୁ କେବେ ଜାଣିବାରେ ସକ୍ଷମ ହୋଇଥିଲେ ରବୀନ୍ଦ୍ର

ଭୁବନେଶ୍ୱର: ରବୀନ୍ଦ୍ରଙ୍କୁ ଯେହେତୁ ପ୍ରକୃତିର ଅନନ୍ୟ ରୂପ ବେଶ୍ ପସନ୍ଦ ଥିଲା ଏବଂ ସେ ବାସ୍ତବ କଥାର ପରିକଳ୍ପନା କରିପାରୁଥିଲେ, ସେଥିପାଇଁ ଏହାକୁ ନେଇ ତାଙ୍କ ମନରେ ଏକ ଦୌଡ ଆରମ୍ଭ ହୋଇଯାଇଥିଲା । ସେ ସବୁ ବିଷୟରେ କହିପାରୁଥିଲେ ହେଲେ ତା ବିଷୟରେ ଜାଣିନଥିଲେ ରବୀନ୍ଦ୍ର । ତାହେଲ ଏହି ଘଟଣା କେମିତି ଘଟିଲା । ହଠାତ୍ ଦିନେ ଥରେ ବର୍ଷା ହେଲା । ଆଉ ତାପରେ ଛାଡିଗଲା । ଟାଗୋରଙ୍କୁ ସବୁବେଳେ ନଦୀ ମୁହାଣରେ ସୂର୍ଯ୍ୟାସ୍ତ ଦେଖିବା ବେଶ୍ ପସନ୍ଦ ଥିଲା । ଆଉ ସେ ଦିନ ବି ସୂର୍ଯ୍ୟାସ୍ତ ଦେଖିବା ପାଇଁ ଟାଗୋର ଚାଲି ଯାଉଥିଲେ । ଆଉ ଯିବା ରାସ୍ତାରେ ଅନେକ ଖାଲ ଢିପ ଥିଲା । ଯାହା ବର୍ଷା ପାଣିରେ ପୂର୍ଣ୍ଣ ଥିଲା । ଏଥିରେ ପାଦ ନପକାଇ ଶୁଖିଲା ସ୍ଥାନରେ ପାଦ ପକାଇ ଆଗକୁ ମାଡି ଚାଲିଥିଲେ ରବୀନ୍ଦ୍ର । ଏହି ସମୟରେ ତାଙ୍କ ନଜର ପାଣିରେ ପୂର୍ଣ୍ଣ ଥିବା ଏକ ଗଭୀର ଗାତ ଆଉ ତା ଉପରେ ପ୍ରକୃତିର ସ୍ୱଚ୍ଛ ପ୍ରତିବିମ୍ବ ଉପରେ ପଡିଲା । ଏହାକୁ ଦେଖି ରବୀନ୍ଦ୍ର ହଠାତ୍ ସ୍ତବ୍ଧ ହୋଇ ରହିଗଲେ । ଅଚାନକ ତାଙ୍କ ଭିତରେ ଏକ ବଡ ଲଘୁଚାପ ପରି ଘନିଭୂତ ହେବାକୁ ଲାଗିଲା । ଅର୍ଥାତ ତାଙ୍କ ଭିତରେ ଭୂତତ୍ତ୍ୱ ପ୍ରାପ୍ତ ହୋଇଗଲା । ଏହାପରେ ସେ ସିଧା ସେହି ବୟସ୍କ ବ୍ୟକ୍ତିଙ୍କ ପାଖକୁ ଗଲେ । ସେଠାରେ ପହଂଚି କବାଟ ଠକ୍ ଠକ୍ କଲେ । ପରେ ସେହି ବ୍ୟକ୍ତି ଆସି କବାଟ ଖୋଲି ରବୀନ୍ଦ୍ରଙ୍କୁ ଚାହିଁଲେ । ଆଉ କହିଲେ ତୁମେ ଏବେ ଯାଇପାର । କାରଣ ଏବେ ତମେ ସତ୍ୟ ଜାଣିସାରିଛ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking