ଜଳେଶ୍ୱର: ପ୍ରଶ୍ନପତ୍ର ଡିଲ୍ବେଳେ ପୋଲିସର ଚଢାଉ ହେଇ ୧୦ ଜଣ ଗିରଫ ହୋିଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗ ଦିଘାରେ ଜଣେ ମହିଳା ସମେତ ୧୦ ଦଲାଲ ଗିରଫ । ହୋଟେଲରେ ଡିଲ୍ ବେଳେ ସାଇବର ଟିମ୍ ଓ ମେରାଇନ ପୋଲିସର ଚଢାଉ କରାଯାଇଥିଲା । ଷ୍ଟାଫ ସିଲେକସନ କମିଶନ ପରିଚାଳିତ ସିଜିଏଲ ପରୀକ୍ଷା ପାଇଁ ଡିଲ୍ । ୬ଟି କାର,ଗୋଟିଏ ବସ୍ ଜବତ କରାଯାଇଥିବା କିଙ୍ଗପିନ୍ ଭୁବନେଶ୍ୱରର ସୂଚନା । ବନ୍ୟା ପାଣିରେ ଗାଧୋଉଥିବା ବେଳେ … Continue reading ପ୍ରଶ୍ନପତ୍ର ଲିକ୍: ୧୦ ଗିରଫ
Copy and paste this URL into your WordPress site to embed
Copy and paste this code into your site to embed