29.1 C
Bhubaneswar
Sunday, April 21, 2024
Homeଓଡିଶାପ୍ରଶ୍ନପତ୍ର ଲିକ୍ ହୋଇନି : ବୋର୍ଡ

ପ୍ରଶ୍ନପତ୍ର ଲିକ୍ ହୋଇନି : ବୋର୍ଡ

ଭୁବନେଶ୍ୱର : ମାଟ୍ରିକ୍ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ବୋର୍ଡର ଖଣ୍ଡନ । ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ ସଭାପତି ଓ ଉପସଭାପତି । ୧୧ ଟା ୪୫ରେ ପରୀକ୍ଷା ସରିବା ପରେ ପ୍ରଶ୍ନପତ୍ର ପଦାକୁ ଆସିଛି । ୧୧ ଟା ୪୫ ପୂର୍ବରୁ କୌଣସି ଅଭିଯୋଗ ଆମ ପାଖକୁ ଆସି ନାହିଁ । ତେଣୁ ପରୀକ୍ଷା ପ୍ରଶମନପତ୍ର ଲିକ୍ ହୋଇ ନାହିଁ ବୋଲି କହିଛନ୍ତି ବୋର୍ଡ ଉପସଭାପତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଗଣିତ ପ୍ରଶ୍ନପତ୍ର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking