22.1 C
Bhubaneswar
Sunday, January 23, 2022
Homeଓଡିଶାକ୍ୱାରେଣ୍ଟାଇନ ଅବଧୀକୁ ସରକାରୀ କାର୍ଯ୍ୟ ଦର୍ଶାଇ ପାରିବେନି କର୍ମଚାରୀ

କ୍ୱାରେଣ୍ଟାଇନ ଅବଧୀକୁ ସରକାରୀ କାର୍ଯ୍ୟ ଦର୍ଶାଇ ପାରିବେନି କର୍ମଚାରୀ

ଭୁବନେଶ୍ଵର: ଏଣିକି ସଙ୍ଗରୋଧ ବା କ୍ୱାରେଣ୍ଟାଇନ ଅବଧୀକୁ ସରକାରୀ କାର୍ଯ୍ୟ ଦର୍ଶାଇ ପାରିବେନି କର୍ମଚାରୀ । ଏନେଇ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଜାରି କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ହେଡକ୍ୱାର୍ଟର୍ସ ଛାଡିଲେ ଜିଲ୍ଲାପାଳଙ୍କ ଅନୁମତିକୁ ବାଧ୍ୟତାମୂଳକ କରାଯାଇଛି । ଛୁଟିରୁ ଫେରିଲେ ୧୪ ଦିନ ସଙ୍ଗରୋଧରେ ରହିବେ କର୍ମଚାରୀ । ସଙ୍ଗରୋଧ ସହ ସରକାରୀ କାର୍ଯ୍ୟକୁ ସଂଲଗ୍ନ କରାଯାଇ ପାରିବ ନାହିଁ ବୋଲି କୁହାଯାଇଛି । ୧୪ ଦିନ କ୍ୱାରେଣ୍ଟାଇନ ଅବଧି ବ୍ୟକ୍ତଗତ ଛୁଟିରେ ପରିଗଣିତ ହେବ ବୋଲି କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking