31.1 C
Bhubaneswar
Friday, March 29, 2024
Homeଓଡିଶାସଂଗରୋଧ କେନ୍ଦ୍ର ବାହାରେ ପ୍ରବାସୀଙ୍କ ମୃତଦେହ ଉଦ୍ଧାର

ସଂଗରୋଧ କେନ୍ଦ୍ର ବାହାରେ ପ୍ରବାସୀଙ୍କ ମୃତଦେହ ଉଦ୍ଧାର

ନରସିଂହପୁର : ସଂଗରୋଧ କେନ୍ଦ୍ର ବାହାରେ ପ୍ରବାସୀଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ବଡ଼ମ୍ବା କୃଷ୍ଣଚନ୍ଦ୍ରପୁର ନୋଡାଲ ହାଇସ୍କୁଲ କ୍ୱାରେଣ୍ଟାଇନ୍ କେନ୍ଦ୍ର ବାହାରୁ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ପ୍ରବାସ ଫେରନ୍ତା । କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିଲେ। ମୃତକ ହେଲେ କୃଷ୍ଣଚନ୍ଦ୍ରପୁର ଗାଁ’ର ବୋଲି ଜଣାପଡ଼ିଛି । କିନ୍ତୁ କ’ଣ ପାଇଁ ମୃତ୍ୟୁ ହେଲା ଓ କେମିତି ହେଲା ତାହା ସ୍ପଷ୍ଟ ହୋଇନାହିଁ ।
https://onakhabar.com/2020/05/31/jajpur-news-7/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking