26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଅଜଗର ଉଦ୍ଧାର

ଅଜଗର ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥ କୋରିଆଁ ବାଇପାସ ଛକ ନିକଟରୁ ଏକ ବିରାଟକାୟ ଅଜଗର ଉଦ୍ଧାର କରାଯାଇଛି। ଯାହାର ଲମ୍ବ ପ୍ରାୟ ୧୫ ଫୁଟରୁ ଅଧିକ ହେବ । ଅଜଗରଟି ନିକଟସ୍ଥ ଜଂଗଲରୁ NH କୁ ପାର ହୋଉଥିବାର ସ୍ଥାନୀଅ ଅଞ୍ଚଳବାସୀ ଦେଖି ସାପ ଉଦ୍ଧାର କରି ଦଳକୁ ଖବର ଦେଇଥିଲେ ।

ଖବର ପାଇ ୱ।ର୍ଡ଼ଲାଇଫ ଏଣ୍ଡ ସ୍ନେକ୍ ରିସ୍ କୁଟିମ ଏକ ୪ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାଫଟିକୁ ଖୋଜାଖୋଜି କରିଥିଲେ । ସାପଟି ଏକ ଟ୍ରକତଳେ ରହିଥିବାର ଦେଖି ଧରିଥିଲେ। ତାଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇ ଜଂଗଲରେ ଛଣାଯିବ ବୋଲି ଜଣେ ସଦସ୍ୟ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking