27.8 C
Bhubaneswar
Friday, April 19, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଯୁଦ୍ଧ ପରଠାରୁ ପୁଟିନଙ୍କ ପ୍ରଥମ ବିଦେଶ ଗସ୍ତ

ଯୁଦ୍ଧ ପରଠାରୁ ପୁଟିନଙ୍କ ପ୍ରଥମ ବିଦେଶ ଗସ୍ତ

ମସ୍କୋ: ଚଳିତବର୍ଷ ଫେବୃଆରୀ ୨୪ରେ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା ହେବାଦିନଠାରୁ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ ଦେଶଛାଡି ଯାଇନାହାନ୍ତି । ତେବେ ପୁଟିନ ଖୁବଶୀଘ୍ର ତାଜିକିସ୍ତାନ ଓ ତୁର୍କମେନିସ୍ତାନ ଗସ୍ତରେ ଯିବେ ବୋଲି କ୍ରେମଲିନ ସୂତ୍ରରୁ ଜଣାପଡିଛି।

ତାଜିକିସ୍ତାନର ରାଜଧାନୀ ଦୁସାମ୍ବେଠାରେ ଆୟୋଜିତ ହେବାକୁ ଥିବା କାସ୍ପିଆନ ରାଷ୍ଟ୍ରସମୂହ ସମ୍ମିଳନୀରେ ଯୋଗଦେବାକୁ ପୁଟିନ ଗସ୍ତ କରୁଥିବା ଜଣାପଡିଛି । ଏହି ବୈଠକରେ ରୁଷ୍ ସମେତ ତାଜିକିସ୍ତାନ, ତୁର୍କମେନିସ୍ତାନ, ଆଜରବୈଜାନ, କାଜାଖ୍‌ସ୍ଥାନ ଓ ଇରାନର ରାଷ୍ଟ୍ରମୁଖ୍ୟ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଜୁଲାଇ ୧ରୁ ଦ୍ରୌପଦୀଙ୍କ ପ୍ରଚାର ଅଭିଯାନ!

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking