26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଅନୁଭବଙ୍କ ଘରେ ପୋଲିସ

ଅନୁଭବଙ୍କ ଘରେ ପୋଲିସ

ଭୁବନେଶ୍ୱର: ଅନୁଭବଙ୍କ ନନ୍ଦିସାହି ଘରେ ପୁରୀଘାଟ ଥାନା ପୋଲିସ ପହଂଚିଲା । ଅଭିନେତ୍ରୀ ବର୍ଷା ସୁରକ୍ଷା ମାଗି ଫୋନ କରିଥିବାରୁ ପୋଲିସ ପହଂଚିଥିବା ସୂଚନା ରହିଛି । କିଛି ସମୟ ପୂର୍ବରୁ ଅନୁଭବଙ୍କ ଜଣେ ସହଯୋଗୀ ତାଙ୍କ ରୁମକୁ ପ୍ରବେଶ କରିଥିଲେ । ବର୍ଷା ଖାଇବାକୁ ଦେବା ସମୟରେ ତାଙ୍କର ଭିଡିଓ ସୁଟ କରିଥିଲେ । ଆଉ ପରେ ବର୍ଷା ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କୁୁ ଫୋନ କରି ଏସଂକ୍ରାନ୍ତରେ ଜଣାଇ ପୋଲିସର ସୁରକ୍ଷା ଲୋଡିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking