28.9 C
Bhubaneswar
Thursday, April 18, 2024
Homeଓଡିଶାପୁରୀରୁ କୋଣାର୍କ ଚାଲିବ ଟ୍ରେନ୍ : ଅଶ୍ୱିନୀ

ପୁରୀରୁ କୋଣାର୍କ ଚାଲିବ ଟ୍ରେନ୍ : ଅଶ୍ୱିନୀ

ଭୁବନେଶ୍ୱର : ପୁରୀରୁ କୋଣାର୍କ ନୂଆ ରେଲୱେ  ଲାଇନ ନେଇ ଘୋଷଣା । ପ୍ରେସମିଟ୍‌ରେ ଘୋଷଣା କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୩୨ କିମିର ନୂଆ ରେଳପଥ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର । ସୂର୍ଯ୍ୟ ମନ୍ଦିରକୁ ଜଗନ୍ନାଥ ମନ୍ଦିର ସହ ଯୋଡିବା ସ୍ୱପ୍ନ ସାକାର ହେବ । ସ୍ୱତନ୍ତ୍ର ଭାବେ ଭିଷ୍ଟାଡ୍ରଡୋମ୍ ଟ୍ରେନ୍ ଚାଲିବାର ବ୍ୟବସ୍ଥା ହେବ । ଫଳରେ ଯାତ୍ରୀ ଟ୍ରେନ ଭିତରୁ ସବୁ ବାହାର ଦୃଶ୍ୟ ଦେଖିପାରିବେ । ଟ୍ରେନ୍ ଭିତରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ବ୍ୟବସ୍ଥା ବି ରହିବ । ନୂଆ ଲାଇନ ପାଇଁ ୨୧୫ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking