37.2 C
Bhubaneswar
Friday, April 19, 2024
Homeଓଡିଶାଶ୍ରୀମନ୍ଦିର ସେବାୟତଙ୍କୁ ୫ ହଜାର ଟଙ୍କା

ଶ୍ରୀମନ୍ଦିର ସେବାୟତଙ୍କୁ ୫ ହଜାର ଟଙ୍କା

ପୁରୀ: କରୋନା ପାଇଁ ଏବେ ଦେଶର ଆର୍ଥିକ ସ୍ଥିତି ବିଗିଡିବା ସହ ରାଜ୍ୟ ଉପରେ ମଧ୍ୟ ଆର୍ଥିକ ପ୍ରଭାବ ପଡିଛି । ତେବେ ପୁରୀ ଶ୍ରୀମନ୍ଦିର ସେବାୟତଙ୍କ କରୋନା ପାଇଁ ଆର୍ଥିକ ବ୍ୟବସ୍ଥା ବିଗିଡିଥିବାରୁ ଏବେ ପ୍ରତି ସେବାୟତ ପରିବାରଙ୍କୁ ୫ ହଜାର ଲେଖାଏଁ ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ନିଷ୍ପତି କରାଯାଇଛି । ତେବେ ସେବାୟତଙ୍କ ବ୍ୟାଙ୍କ ଖାତାକୁ ଏହି ଟଙ୍କା ସିଧାସଳଖ ଟ୍ରାନ୍ସଫର କରାଯିବ । ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଏନେଇ ସୂଚନା ପ୍ରଦାନ କରିଛନ୍ତି ।
https://onakhabar.com/2020/04/17/437-death-in-covid-19-in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking