ମୁଖ୍ୟମନ୍ତ୍ରୀଙ୍କୁ ଭେଟିବୁ : ପ୍ରଭାତୀ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ପୁରୀ ଗଣବଳାକ୍ରାର ମାମଲାକୁ ନେଇ ତେଜିଲା ରାଜନୀତି । ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବ ବିଜେପିର ମହିଳା ମୋର୍ଚ୍ଚା ।  ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଥିଲେ ମହିଳାଙ୍କ ଦୁଷ୍କର୍ମକୁ ନେଇ ରାଜନୀତି ନ କରିବାକୁ । ଆମେ ତାଙ୍କ କଥାକୁ ସମ୍ମାନ ଦେଉଛୁ । ଏହାକୁ ନେଇ ଆମେ ରାଜନୀତି କରୁନୁ ।  ରାଇରଙ୍ଗପୁର ଘଟଣା ପରେ ଏବେ ପୁରୀରେ ପୋଲିସ ନାଁରେ ଅଭିଯୋଗ ହୋଇଛି । ଯଦି ମହିଳାଙ୍କ ଅତ୍ୟାଚାର ପ୍ରସଙ୍ଗରେ ମୁହଁ ଖୋଲିବୁନି ତେବେ କ’ଣ କରିବୁ ? ରକ୍ଷକ କାହିଁକି ରାକ୍ଷସ ହେଲେ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ । ଆଜି ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ । ନହେଲେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରଶ୍ନ ପଚାରିବୁ।
https://onakhabar.com/2019/12/02/ashrita-setty-and-manish-pandey-got-married-today/