30.1 C
Bhubaneswar
Thursday, April 25, 2024
Homeଓଡିଶାପୁରୀ ବିଧାୟକ ଚାପରେ ଅଛନ୍ତି-ଜୁଏଲ

ପୁରୀ ବିଧାୟକ ଚାପରେ ଅଛନ୍ତି-ଜୁଏଲ

ପୁରୀ : ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ରେ ପୁରୀ ବିଧାୟକଙ୍କୁ ଟାର୍ଗେଟ କଲେ ଜୁଏଲ ଓରାମ । ବିଧାୟକଙ୍କର ବୋଧେ ହିସାବ କିତାବରେ କିଛିଟା ଭୁଲ  ହୋଇଛି ବୋଲି କହିଛନ୍ତି ଜୁଏଲ ଓରାମ । କିଛି ଲୋକ ବା ଏକ ଗ୍ରୁପ ଏଭଳି ବେଆଇନ କାମକି ସମର୍ଥନ କରୁଛନ୍ତି । ବିଧାୟକଙ୍କ ଉପରେ ସେମାନଙ୍କର ପ୍ରଭାବ ପଡିଥାଇ ପାରେ ବୋଲି କହିଲେ ଜୁଏଲ । କିଛି ଲୋକ ବୋଧେ ବିଧାୟକଙ୍କ ଉପରେ ଚାପ ପକାଉଛନ୍ତି । ବିଧାୟକଙ୍କୁ ଡାକି କଥାବାର୍ତ୍ତା କରିବା ରାଜ୍ୟ ବିଜେପି ସଭାପତି ଙ୍କ ଦାୟିତ୍ୱ ବୋଲି କହିଥିଲେ ଜୁଏଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking