30.1 C
Bhubaneswar
Wednesday, April 24, 2024
Homeଓଡିଶାପୁରୀ ହେଲା ସାନିଟାଇଜ୍‌

ପୁରୀ ହେଲା ସାନିଟାଇଜ୍‌

ପୁରୀ : କୋଭିଡ 19 କୁ ଦୁରେଇବା ପାଇଁ ରାଜ୍ୟ ସରକାର ଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଯାଏ ଯେଉଁ ଗାଇଡ଼ ଲାଇନ ଜାରି କରାଯାଇଛି ସାଧାରଣ ଲୋକ ମଧ୍ୟ ସତର୍କ ର ସହ ଏସବୁ ପାଳନ କରୁଛନ୍ତି ।  ଆସନ୍ତା 26 ତାରିଖ ରେ ମହାପ୍ରଭୁ ଙ୍କ ଅକ୍ଷୟ ତୁତୀୟ ନୀତି ଅଛି । ମହାପ୍ରଭୁ ଙ୍କ ଅନେକ ନୀତିରୀତି ମଧ୍ୟ ରହିଛି ଏସବୁ କୁ ଆଖି ଆଗରେ ରଖି ଶ୍ରୀମନ୍ଦିର ସମୁଖରେ ଏବଂ ମନ୍ଦିର ର ଆଖପାଖ ଅଂଚଳ ରେ ସାନିଟାଇଜର ପକ୍ରିୟା ଆରମ୍ବ ହଇଛି ।  କରୋନା କୁ ମୁକାବିଲା କରିବା ପାଇଁ ଅଗ୍ନିସମ ବାହିନୀ ପକ୍ଷରୁ ଶ୍ରୀମନ୍ଦିର ଚତୃପାର୍ଶ୍ୱ କୁ ବିଶୋଧନ କରିଯାଇଛ । ପ୍ରଥମେ ସିଂହଦୁଆର ସମୁଖ ସାନିଟାଇଜର କରାଯାଇଛି ! ପରେ ମନ୍ଦିର ର ଦକ୍ଷିଣଦ୍ୱାର, ପଚିମ ଦ୍ୱାର, ଉତ୍ତରଦ୍ୱାର କୁ ମଧ୍ୟ ସାନିଟାଇଜର କରାଯାଇଛି । ଶ୍ରୀ ମନ୍ଦିର ଯେମିତି କରୋନା ଭୁତାଣୁ ଦାଉ ରୁ ବର୍ତ୍ତୀବ ଶ୍ରୀମନ୍ଦିର ର ନିତିକାନ୍ତି ପାଇଁ ଆସୁଥିବା ସେବାୟତ ମାନେ ଯେମିତି ସଂକ୍ରମଣ ରେ ଶିକାର ହେବେ ନାହିଁ ସେଥିପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking