27.8 C
Bhubaneswar
Friday, April 19, 2024
Homeଓଡିଶାଗଣମାଧ୍ୟମ ଉପରେ ବର୍ଷିଲେ ପୁଞ୍ଜିଲାଲ

ଗଣମାଧ୍ୟମ ଉପରେ ବର୍ଷିଲେ ପୁଞ୍ଜିଲାଲ

ଭୁବନେଶ୍ୱର : ପାଟଣାଗଡ଼ ପାର୍ସଲ ବୋମା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ତାଙ୍କର ଅସନ୍ତୋଷ ଝାଡ଼ିଛନ୍ତି ଗଣମାଧ୍ୟମଙ୍କ ଉପରେ । ୨୦୧୮ ଫେବୃଆରୀ ୨୩ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଅଧ୍ୟାପକ ପୁଞ୍ଜିଲାଲ ଗିରଫ ହୋଇ ଜେଲରେ ଥିଲେ । ଇତିମଧ୍ୟରେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଛି । ମାଆଙ୍କ ଅନ୍ତ୍ୟେଷ୍ଟି କ୍ରୀୟା କରିବା ପାଇଁ କୋର୍ଟରେ ସେ ଆବେଦନ କରିଥିଲେ । କୋର୍ଟ ତାଙ୍କୁ ଗୋଟିଏ ଦିନ ପାଇଁ ଅନୁମତି ଦେଇଥିଲେ । ପୁଲିସ ହେପାଜତରେ ଯାଇ ମାଆଙ୍କ ଶେଷକୃତ୍ୟରେ ସାମିଲ ହୋଇ ପୁଣି ଜେଲକୁ ଫେରିବା ପାଇଁ ପାଟଣାଗଡ଼ ଏଜିଜେ କୋର୍ଟ ଆଦେଶ ଦେଇଥିଲେ । ପୁଞ୍ଜିଲାଲଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ମାଆଙ୍କ ଅନ୍ତ୍ୟେଷ୍ଟିକ୍ରୀୟା ପାଇଁ ପୁଲିସ ନେଇଥିଲା । ସେଠାରେ ମାଆଙ୍କ ଶବଧାରାରେ ଅଗ୍ନି ଦେବା ପୂର୍ବରୁ ଗଣମାଧ୍ୟମ ବିରୋଧରେ ବିଶୋଦଗାର କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking