ପଞ୍ଜାବ: ଫ୍ରିଜ୍ କମ୍ପ୍ରେସର ଫାଟି ୫ ମୃତ

ଚଣ୍ଡିଗଡ: ପଞ୍ଜାବର ଜଳନ୍ଧର ସହରରେ ରବିବାର ରାତିରେ ଫ୍ରିଜ୍ କମ୍ପ୍ରେସର ଫାଟିବା ଫଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଶିଶୁ ଅନ୍ତର୍ଭୁକ୍ତ । ବିସ୍ଫୋରଣ ପରେ ଉକ୍ତ ଘରେ ନିଆଁ ଲାଗିଯାଇଥିଲା । ପ୍ରଥମେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ସେମାନେ ପ୍ରାଣ ହରାଇଥିଲେ । ବିସ୍ଫୋରଣର କାରଣ ଜାଣିବାକୁ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ … Continue reading ପଞ୍ଜାବ: ଫ୍ରିଜ୍ କମ୍ପ୍ରେସର ଫାଟି ୫ ମୃତ