ବିଏମସିର ବିଜେଡି କର୍ପୋରେଟରଙ୍କ ପାଇଁ କଟକଣା

ଭୁବନେଶ୍ୱର : ବିଏମସିର ବିଜେଡି କର୍ପୋରେଟରଙ୍କ ଉପରେ କଟକଣା । କଟକଣା ଲଗାଇଲେ ଭୁବନେଶ୍ୱର ବିଜେଡି ସଭାପତି । ଫତୁଆ ଜାରି କଲେ ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ରାଉତ । ବିନା ଅନୁମତିରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିପାରିବେନି । ବିନା ଦଳୀୟ ନିର୍ଦ୍ଦେଶରେ କେହି ମୁହଁ ଖୋଲିପାରିବେନି । ସରକାର କହିବେ ରତ୍ନଭଣ୍ଡାର ଖୋଲିବା ତାରିଖ : ଅରିଜିତ ପଶାୟତ