43 C
Bhubaneswar
Tuesday, April 16, 2024
Homeଦେଶ ବିଦେଶନୂଆ ଅବତାରରେ ପବଜୀ, ଦେଖିବାକୁ ମିଳିବ ୨୦୫୧ର ସେଟଅପ୍

ନୂଆ ଅବତାରରେ ପବଜୀ, ଦେଖିବାକୁ ମିଳିବ ୨୦୫୧ର ସେଟଅପ୍

ନୂଆଦିଲ୍ଲୀ: ପବଜୀ ନ୍ୟୁ ଷ୍ଟେଟକୁ ଭାରତ ସହ ଅନ୍ୟ ଦେଶମାନଙ୍କରେ ଲଞ୍ଚ କରାଯାଇଛି । ଭାରତରେ ଏବେ ୟୁଜର୍ସ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ ଡାଉନଲୋଡ କରିପାରିବେ । କମ୍ପାନୀ ନ୍ୟୁ ଷ୍ଟେଟକୁ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ପାଇଁ ଲଞ୍ଚ କରିଛି । ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ଏହାକୁ ଇନଷ୍ଟଲ କରିପାରିବେ । ଗେମ୍ ସାଇଜ ୧.୪ ଜିବି ରହିଛି ।

ଗେମ୍ ବିଷୟରେ କହିଲେ ଏହାର ଫ୍ୟୁଚରିଷ୍ଟିକ୍ ସେଟଅପ ରହିଛି । ଏହାକୁ ୨୦୫୧ରେ ସେଟ୍ କରାଯାଇଛି । ଯାହା ପବଜୀ ୟୁନିଭର୍ସର ଭବିଷ୍ୟତ ଦର୍ଶାଉଛି । ଏଥିରେ ଉନ୍ନତ ଗ୍ରାଫିକ୍ସ ଦିଆଯାଇଛି । ଏହା ସହ ଅନେକ ପରିବର୍ତ୍ତନ କରାଯାଇଛି । ଏହି ଗେମରେ ପ୍ଲେୟାର ଡ୍ରୋନ ବ୍ୟବହାର କରିପାରିବେ । ପ୍ଲେୟର ମାନେ ଅଧିକ ଅପ୍ସନ ସହ ଗନ୍ କୁ କଷ୍ଟମାଇଜ ମଧ୍ୟ କରିପାରିବେ । ତେବେ ଗେମ୍ ବର୍ତ୍ତମାନ Troi ନାମକ କେବଳ ଗୋଟିଏ ମ୍ୟାପ୍ ସହ ଲଞ୍ଚ କରାଯାଇଛି । ଗେମ୍ ରେ ଆହୁରି ଅନେକ ପରିବର୍ତ୍ତନ କରାଯାଇଛି ଅନେକ ନୂଆ ଫିଚର୍ସ ମଧ୍ୟ ଦିଆଯାଇଛି । ଏହା ସହ ୟୁଜର୍ସଙ୍କ ଡାଟା ସୁରକ୍ଷା ଉପରେ ମଧ୍ୟ ଅଧିକ ଧ୍ୟାନ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking