ମହାକାଶ ଗଲା ‘ଅନ୍ୱେଷା’

ନୂଆଦିଲ୍ଲୀ: ମହାକାଶ ଗଲା ‘ଅନ୍ୱେଷା’। ବର୍ଷର ପ୍ରଥମ ଉପଗ୍ରହ ଉତକ୍ଷେପଣ ସହ ନୂଆ ଇତିହାସ ରଚିଛି ଇସ୍ରୋ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେଲା ‘ଅନ୍ୱେଷା’ ଉପଗ୍ରହ। ଡିଆରଡିଓ ଦ୍ୱାରା ବିକଶିତ ଇଓଏସ-ଏନ୧ (ଅନ୍ୱେଷା)ର ଉତେକ୍ଷପଣ। ପିଏସଏଲଭି – ସି ୬୨ ରକେଟ୍ ଜରିଆରେ ମହାକାଶକୁ ଗଲା ‘ଅନ୍ୱେଷା’। ଦିନ ୧୦ଟା ୧୮ ମିନିଟ୍‌ରେ ଇସ୍ରୋ ପକ୍ଷରୁ ଉତକ୍ଷେପଣ କରାଯାଇଛି। ଏହା ଇସ୍ରୋର ୬୨ତମ ପିଏସଏଲଭି ମିଶନ। ଏହି ମିଶନ ମାଧ୍ୟମରେ, ଇସ୍ରୋ ମୋଟ ୧୬ଟି ଉପଗ୍ରହ ଉତକ୍ଷେପଣ କରିଛି, … Continue reading ମହାକାଶ ଗଲା ‘ଅନ୍ୱେଷା’