27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାୟଗଡା : ରାଜ୍ୟ କମିଟି ର ନିର୍ଦ୍ଦେଶ କ୍ରମେ ଆଜି ରାୟଗଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟର କଳିଙ୍ଗ ନଗର , ମାଇକଞ୍ଚ ହତ୍ୟାକାଣ୍ଡ ପରି ବିଭିନ୍ନ ଅଞ୍ଚଳରେ ଆଦିବାସୀ ମାନଙ୍କୁ ନିର୍ମମ ହତ୍ୟା କରାଯିବା ଏବଂ ହତ୍ୟାକାଣ୍ଡ ଗୁଡିକ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ତଦନ୍ତ ନ କରାଯିବା ଅଭିଯୋଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିଛି କଂଗ୍ରେସ । ସେହିପରି ରାୟଗଡ଼ାର ବହୁ ଚର୍ଚିତ ଭାଗୀରଥି ମାଣ୍ଡାଙ୍ଗି ହତ୍ୟାକାଣ୍ଡ ଘଟଣା କୁ ଦଶ ବର୍ଷ ପୂର୍ତ୍ତି ହୋଇଯାଇଥିଲେ ମଧ୍ୟ ପୋଲିସ ର ହାତ ଖାଲି ଏବଂ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗ ଙ୍କ ହତ୍ୟା କୁ ସଡକ ଦୂର୍ଘଟଣା କରାଯାଇଥିବା ଅଭିଯୋଗ କରି ଗୃହ ବିଭାଗ ଦାୟିତ୍ୱ ରେ ଥିବା ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିଛନ୍ତି ଆଦିବାସୀ ସଂଘ ସଭାପତି ତଥା ବିଧାୟକ ପ୍ରାର୍ଥୀ ଆପାଲସ୍ବାମୀ କାଡ୍ରାକା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking