34.1 C
Bhubaneswar
Friday, March 29, 2024
Homeଓଡିଶାପେଟ୍ରୋଲ,ଡିଜେଲ ଓ ରନ୍ଧନଗ୍ୟାସ୍ ବୃଦ୍ଧି ପ୍ରତିବାଦରେ ଜିଲ୍ଲା ର ବିଭିନ୍ନ ସ୍ଥାମାନଙ୍କରେ କଂଗ୍ରେସ ,ଏ ଆଇ...

ପେଟ୍ରୋଲ,ଡିଜେଲ ଓ ରନ୍ଧନଗ୍ୟାସ୍ ବୃଦ୍ଧି ପ୍ରତିବାଦରେ ଜିଲ୍ଲା ର ବିଭିନ୍ନ ସ୍ଥାମାନଙ୍କରେ କଂଗ୍ରେସ ,ଏ ଆଇ ୟୁ ଡ଼ବ୍ଲୁ ସି ଓ ଆଇ ,ଏନ୍ ଟି ୟୁ ସି ପକ୍ଷରୁ ଧାରଣା ଓ ବିକ୍ଷୋଭ

ଯାଜପୁର : କଂଗ୍ରେସ ଦଳ ଡାକରା ରେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରେଟ୍ରୋଲ ପମ୍ପ ଗୁଡ଼ିକ ରେ କଂଗ୍ରେସ ଏଆଇୟୁଡବ୍ଲୁସି ଓ ଆଇଏନ ଟି ୟୁସି ପକ୍ଷ ରୁ ବିକ୍ଷୋଭ ଧାରଣା ଓପ୍ରତିବାଦ ସଭା ମାନ ଅନୁଷ୍ଠିତ ହୋଇଛି । କେନ୍ଦ୍ର ସରକାର ପ୍ରେଟ୍ରୋଲ ଡିଜେଲ ଗ୍ୟାସ ରହ ରହ ବୃଦ୍ଧି କରି ଖାଉଟିମାନକ ଉପରେ ବୋଝ ଉପରେ ନଳିତା ବିରା ସଦୁଷ୍ୟ କରି ଚାଲିଛନ୍ତି । କାରୋନ। ନାମରେ ଦେଶ ବାସୀ ମୁଁହ ରେ ତୁଣ୍ଡି ବାନ୍ଧି ଛନ୍ତି । କରୋନା ମହାମାରୀ ସମୟ ରେଦର ଦାମ ବୃଦ୍ଧିl ଯୋଗୁ ସାଧାରଣ ଖଟି କିଆ, ମଧ୍ୟବିତ୍ତ ପରିବାରର ଜୀବନ ଧାରଣ ପାଇଁ ଅତିଷ୍ଟ ହୋଇ ପଡିଲେଣି । ଏଣେ କରୋନା ର ଭୟ ତେଣେ ପେଟ ଚିନ୍ତାl କେନ୍ଦ୍ରର ମୋଦିସରକାର ଦେଶବାସୀ ଙ୍କୁ ଭୁଁଆ ବୁଲେଇ ଶାସନ କରୁଛନ୍ତି ପ୍ରେଟ୍ରୋଲ ଦରକମାଓ ନଚେତ ଗାଦି ଚାଡ ବୋଲି ବିଭିନ୍ନ ସ୍ଥାମାନଙ୍କରେ କଂଗ୍ରେସ ଦଳ ପକ୍ଷରୁ ଦାବି କରିବା ସହ ନାର ବାଜି ମାନ ଅନୁଷ୍ଠିତ ହୋଇଛି। ଯାଜପୁରକଂଗ୍ରେସ କମିଟିପକ୍ଷରୁ ପ୍ରେଟ୍ରୋଲ ପମ୍ପ ଗୁଡିକରେ ସନ୍ତୋଷ ନନ୍ଦଙ୍କ ନେତୃତ୍ଵ ରେକଂଗ୍ରେସ ଦଳ ପକ୍ଷରୁ ବିକ୍ଷୋକାରୀମାନେ ପ୍ରତିବାଦ ଓ କେନ୍ଦ୍ର ସରାରଙ୍କ ନାମରେ ନାର ବାଜି କରିଥିଲେ l
ସେହି ପରି
l, ଅଣସଂଗଠିତ ଶ୍ରମିଓ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଜିଲ୍ଲା ଅଧକ୍ଷ ଚନ୍ଦ୍ରକାନ୍ତ ଖଣ୍ଡାଇ ଙ୍କ ଅଧକ୍ଷ୍ୟତାରେ ଡିଜେଲ୍,ପେଟ୍ରୋଲ ଓ ରନ୍ଧନ ଗ୍ୟାସର ଆକାଶଛୁଆଁ ଦରବୃଦ୍ଧି ପ୍ରତିବାଦରେ ପାଣିକୋଇଲି ସ୍ଥିତ ତୁଳସୀ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା,
କେନ୍ଦ୍ରରେ ବି ଜେ ପି ସରକାର ମହାମାରୀ କରୋନା ସମୟରେ ସାଧାରଣ ଲୋକଙ୍କ ଅର୍ଥନୈତିକ ଅବସ୍ଥା ଶୋଚନୀୟ ହୋଇ ପଡିଥିବାବେଳେ ୫ମାସ ମଧ୍ୟରେ ୪୩ଥର ଦରବୃଦ୍ଧି କରିବା ଏକ ବେଡି ଉପରେ କୋରଡ଼ା ମାଡ଼ ସଦୃଶ ବୋଲି ଅନାସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ କୃଷି ସଂଯୋଜକ ବିଜୟ କୁମାର ବୋଇତାଇ,ମଜଦୂର କଂଗ୍ରେସର ଜିଲ୍ଲା କାର୍ଯକାରୀ ସଭାପତି ରଘୁନାଥ ମାଝୀ ଓ ବରିଷ୍ଠ କଂଗ୍ରେସ ନେତା ମଧୁସୂଦନ ସାହୁ ଏହି ପ୍ରତିବାଦ ସଭାରେ ନିଜର ବକ୍ତବ୍ୟ ପ୍ରକାଶ କରି କହିଲେକି ବି ଜେ ପି ସରକାର ତଥା ଓଡ଼ିଆପୁଅ ବୋଲାଉଥିବା କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ତର୍ଜାତିକ ତୈଳ ବଜାରରେ ଦର ବୃଦ୍ଧି ଯୋଗୁଁ ଆମଦେଶରେ ତୈଳଦର ବୃଦ୍ଧି କରାଯାଉଛି,ଏହା ଏକ ହାସ୍ୟାସ୍ପଦ ଓ କପଳ କଳ୍ପିତ ବୋଲି ବକ୍ତା ମାନେ ପ୍ରଶ୍ନ କରିଥିଲେକି?କେନ୍ଦ୍ର ଓ ରାଜ୍ୟ ପ୍ରତିଦ୍ବନ୍ଦିତା କରି ଶତକଡା ୬୦ଭାଗ ଟିକସ କାହିଁକି ନିଆ ଯାଉଛି ବୋଲି ଉତ୍ତର ଚାହିବା ସହିତ ଯଦି ଏହା ହ୍ରାସ କରାନଯାଏ କଂଗ୍ରେସ ଦଳର ସମସ୍ତ ଛାମୁଆ ସଂଗଠନ ମାନେ ଆଗାମୀ ଦିନରେ ଏ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ,ଏହି ବିକ୍ଷ୍ୟବ ରେ ଅନ୍ୟମାନଙ୍କ ମଧ୍ୟରେଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ବ୍ଲକ ଅଧକ୍ଷ ଅଜୟ କୁମାର ଦାସ, ସତ୍ୟ ପ୍ରକାଶ କୁଅଁର,ସୁଭାଶିଷ ନାୟକ, ପରୀକ୍ଷିତ ମଲ୍ଲିକ, ବିଚିତ୍ର ରାଉତ, ସତ୍ୟପ୍ରକାଶ ସାହୁ, ବିଦ୍ୟାଧର ସାମଲ, ବିକାଶ ମଲ୍ଲିକ, ଶୁଭ୍ରଜିତ ସାହୁ, ଆଶୀର୍ବାଦ ରାଉତ, ଟୁକୁନା ରାଜ ପ୍ରମୁଖ କରୋନା ମହାମାରୀ ତାଲାବନ୍ଦ ସମୟ ରେଜନସାଧାରଣ ଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ବୃଦ୍ଧି ବାହାନା ରେ ଲୁଟୁଥିବାରୁ ବକ୍ତା ମାନେ ଦୃଢ଼ ସମାଲୋଚନା କରିବାସହିତ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ର ଦର ଦାମ ନିୟନ୍ତ୍ରଣ କରିବାକୁ ଦାବି କରିଥିଲେ ଏଥିରେ ସରକାର ଟାଳଟୁଳ ନୀତି ଅବଲମ୍ବନ କଲେ ଆଗାମୀ ଦିନରେ ଆନ୍ଦୋଳନ ଦୁର୍ବାର କରାଯିବ ବୋଲି ଚେତାବନୀ ଦେଇଥିଲେ!

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking