28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଯାଜପୁର ଜିଲ୍ଲାରେ କୃଷି ବିଲକୁ ବିରୋଧ ଜିଲ୍ଲାପାଳଙ୍କୁ ଦାବି ପତ୍ର

ଯାଜପୁର ଜିଲ୍ଲାରେ କୃଷି ବିଲକୁ ବିରୋଧ ଜିଲ୍ଲାପାଳଙ୍କୁ ଦାବି ପତ୍ର

ଯାଜପୁର:ଯାଜପୁର ଜିଲ୍ଲାରେ କେନ୍ଦ୍ର ସରକାର ଯେଉଁ କୃଷି ବିଲ ଆଣିଛନ୍ତି, ଏହି କୃଷକ ବିରୋଧୀ ଏହି ବିଲକୁ ବିରୋଧ କରି ସମଗ୍ର ଜିଲ୍ଲାରେ କୃଷକ ଅଶାନ୍ତି ଦେଖାଯାଇଛି । ନବନିମର୍ମଣ ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି । ବାରବାଟୀ ଠାରେ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇ କେନ୍ଦ୍ର ସରକାର ବିରୋଧରେ ନାରାବାଜି କରାଯାଇଛି ।
ନବନିର୍ମାଣ କୃଷକ ସଂଗଠନ ର ଜିଲ୍ଲା ସଂଯୋଜକ ଭୁବନାନନ୍ଦ ସାମଲଙ୍କ ସମେତ ଜିଲ୍ଲାର କୃଷକ ନେତାମାନେ କେନ୍ଦ୍ର ସରକାରଙ୍କ କୃଷି ବିରୋଧୀ ବିଲ ପାଳିତକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିଭଳି ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଯଥା କୁଆଖିଆ ,ଚଣ୍ଡିଖୋଲ,ବିଂଝାରପୁର, ସିଂହପୁର ଭାରତ ବନ୍ଦ ଆନ୍ଦୋଳନ କରୁଥିବା ର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking