34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଛଟେଇ ପ୍ରତିବାଦରେ ମହିଳା ଶ୍ରମିକ ମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା

ଛଟେଇ ପ୍ରତିବାଦରେ ମହିଳା ଶ୍ରମିକ ମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା

ଯାଜପୁର : ଯାଜପୁର  ଜିଲା କାଳିଆପାଣି ଟାଟା ମାଇନ୍ସରେ କାର‌୍ୟ୍ୟରତ ମହିଳା କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ ମହିଳା ଶ୍ରମିକ ମାନେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ଏହି ମହିଳା ଶ୍ରମିକ ମାନେ ବଗିଚା କାମରେ ଦୀର୍ଘ ୨୦ ବର୍ଷ ଧରି ନିୟୋଜିତ ଥିଲେ । କିନ୍ତୁ କଂପାନି କର୍ତୁପକ୍ଷ ସେମାନଙ୍କୁ କୌଣସି କାରଣ ନ ଦର୍ଶାଇ ବିହସ୍କୃତ କରିବା ପଂଳରେ ସେମାନେ ଭୋକ ଉପବାସରେ ଦିନ କାଟୁଛନ୍ତି । ତେଣୁ ମହିଳା ମାନଙ୍କୁ ପୁନଃର୍ବାର କଂପାନିରେ କାର‌୍ୟ୍ୟକରିବାର ସୁଯୋଗ ଦେବାକୁ ଜିଲାପ୍ରଶାସନ ନିକଟରେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking