ଗଣଦୁଷ୍କର୍ମ ମାମଲା: ସିଲ୍ ହେବ ହୋଟେଲ୍ !

ବାଲେଶ୍ୱର: ହୋଟେଲରେ ନାବାଳିକା ଗଣଦୁଷ୍କର୍ମ ମାମଲା । ଘଟଣା ଘଟିଥିବା ଚାନ୍ଦିପୁର ଥାନା ଅଂଚଳର ହୋଟେଲରେ ରେଡ୍ ଲାଗିଥିବା ସୂଚନା ରହିଛି । ସମ୍ପୃକ୍ତ ହୋଟେଲର ମ୍ୟାନେଜରଙ୍କୁ ଗିରଫ କଲା ସଦର ପୋଲିସ । ହୋଟେଲକୁ ସିଲ୍ ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଖବର ସାମ୍ନାକୁ ଆସିଛି । ପୂର୍ବରୁ କଣଦୁଷ୍କର୍ମ ଅଭିଯୋଗରେ ୩ ଜଣ ଗିରଫ ହୋଇଥିଲେ । ଆସୁଛି ଆଉ ଏକ ଲଘୁଚାପ