28.1 C
Bhubaneswar
Saturday, April 20, 2024
Homeଓଡିଶାପ୍ରପୋଜ ଡେ: ବିଶ୍ୱାସ ଦେଇ କୁହନ୍ତୁ ମନର କଥା...

ପ୍ରପୋଜ ଡେ: ବିଶ୍ୱାସ ଦେଇ କୁହନ୍ତୁ ମନର କଥା…

ଭୁବନେଶ୍ୱର : ଏହି ଡେ ୮ ଫ୍ରେବୃୟାରୀ ଦିନ ପାଳନ ହୁଏ ।  ଆପଣ ଯଦି କାହାକୁ ବହୁତ ଭଲ ପାଉଛନ୍ତି ତ ଏଇ ଦିନରେ  ତାଙ୍କୁ ମନର କଥା କହିବା ପାଇଁ ବେଷ୍ଟ ଅଟେ । ସେଥିପାଇଁ ତ ଏହି ଦିନକୁ ପ୍ରପୋଜ ଡେ କହିଥାନ୍ତି ।

ଏହି ଶବ୍ଦ ପ୍ରପୋଜାଲରୁ ଆସିଛି । ପ୍ରପୋଜ କରିବା ମାନେ ନିଜ ମନ କଥା ଅନ୍ୟ ଜଣଙ୍କୁ ସ୍ପଷ୍ଟ କରିବା । ଖାଲି ସେତିକି ନୁହେଁ ଅନ୍ୟ ଜଣକୁ ନିଜ କଥା କହିବାର ସାହାସ ରଖି ଏକ ଭିନ୍ନ ଉପାୟରେ ଜଣାଇ ପାରିବେ । ଯାହା ତାଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇବା ସହ ଆପଣଙ୍କ ପ୍ରତି ସମ୍ମାନ ବଢାଇବାରେ ସାହାଯ୍ୟ କରିପାରିବ । ଏହା ଦ୍ୱାରା  ଏକ ନୁଆ ସର୍ମ୍ପକ ତିଆରି ହୋଇପାରେ ।

ପ୍ରପୋଜ କରିବା ବେଳେ ବିଶ୍ୱାସ ବି ଦେଇପାରୁଥିବା ନିତ୍ୟାନ୍ତ ଜରୁରୀ । ସର୍ମ୍ପକ ର ମୁଳଦୂଆ ହିଁ ବିଶ୍ୱାସ । ତେଣୁ ବିଶ୍ୱାସ ଦେଇ କୁହନ୍ତୁ ମନର କଥା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking