34.1 C
Bhubaneswar
Friday, March 29, 2024
Homeଓଡିଶାସିବିଆଇ ଜାଲରେ ପଡ଼ିଲେ ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର

ସିବିଆଇ ଜାଲରେ ପଡ଼ିଲେ ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର

କଟକ: ସିବିଆଇ ଜାଲରେ ପଡ଼ିଲେ ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର। ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଘର ଏବଂ ପାରାଦୀପ କାର୍ଯ୍ୟାଳୟରେ ସିବିଆଇ ରେଡ୍। ଦୀର୍ଘଦିନ ଧରି ପାରାଦୀପ ପୋର୍ଟ ଟ୍ରଷ୍ଟରେ ଆର୍ଥିକ ଅନିୟମିତତାକୁ ନେଇ ହୋଇଛି ସିବିଆଇ ରେଡ୍। ସୂଚନା ମୁତାବକ ପାରାଦୀପ ପୋର୍ଟ ବହୁତ କ୍ଷତି ସହିଛି। ଯାହାକୁ ନେଇ ହେଉଛି ସିବିଆଇ ରେଡ।

ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ, ତଥାପି ସରୁନି ସେତୁ ନିର୍ମାଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking