ଅସୁରକ୍ଷିତ କୋଠା ଭଙ୍ଗା ପ୍ରକ୍ରିୟା ତ୍ୱରାନ୍ୱିତ: ମନ୍ତ୍ରୀ
ଭୁବନେଶ୍ୱର: କଟକ ଅଘଟଣ ପରେ ନଗର ଉନ୍ନୟନ ବିଭାଗଙ୍କ ବଡ ପଦକ୍ଷେପ । ବେସରକାରୀ ବିପଦପୂର୍ଣ୍ଣ ଘର ଭାଙ୍ଗିବା ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ବିପଦପୂର୍ଣ୍ଣ ବିଲଡିଂ ଘୋଷଣା କରିବା ପୂର୍ତ୍ତ ବିଭାଗର ଦାୟିତ୍ୱ । ବିପଦପୂର୍ଣ୍ଣ କୋଠା ଭାଙ୍ଗିବା ଦାୟିତ୍ୱ ନଗର ଉନ୍ନୟନ ବିଭାଗର । ସରକାରୀ ଘରକୁ ଅସୁରକ୍ଷିତ ଘୋଷଣା କରିବା ସରକାରଙ୍କ ଦାୟିତ୍ୱ । ଅସୁରକ୍ଷିତ ଘର ମାଲିକ ସଚେତନ ହେବା ଦରକାର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ … Continue reading ଅସୁରକ୍ଷିତ କୋଠା ଭଙ୍ଗା ପ୍ରକ୍ରିୟା ତ୍ୱରାନ୍ୱିତ: ମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed