31.1 C
Bhubaneswar
Friday, March 29, 2024
Homeବଲିଉଡଦେଖନ୍ତୁ ..ଲାଜେଇ ଗଲେ ଟ୍ରମ୍ପ

ଦେଖନ୍ତୁ ..ଲାଜେଇ ଗଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆଜ୍ଞା ହଁ, ଲାଜେଇ ଗଲେ ଟ୍ରମ୍ପ । ଇଂଟରନେଟ ସେନ୍ସେସନ ପ୍ରିୟା ପ୍ରକାଶ ଓାରିଅରଙ୍କ କଥା ଆପଣଙ୍କର ନିହାତି ମନେଥିବ । ଦୁଇ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୧୮ରେ ନିଜର ନିଆରା ଅନ୍ଦାଜ ଓ ଆଖିମରା ଷ୍ଟାଇଲ ପାଇଁ ରାତରାତି ଇଂଟରନେଟରେ ଷ୍ଟାର ବନିଯାଇଥିଲେ ପ୍ରିୟା । ଆଉ ଲକ୍ଷ ଲକ୍ଷ ପୁଅ ପ୍ରିୟାଙ୍କ ଦିଓାନା ବନିଯାଇଥିଲେ । ହେଲେ ଏହା ପରେ ପ୍ରିୟା ଗାୟବ ହୋଇଯାଇଥିଲେ । ଆଉ ଧିରେ ଧିରେ ତାଙ୍କ ବିଷୟରେ ଚର୍ଚା ହେବା କମି ଯାଇଥିଲା । ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବା ପରେ ଏବେ ସେ ପୁଣି ଥରେ ଚର୍ଚାର ପରିସରକୁ ଆସିଯାଇଛନ୍ତି । ପ୍ରିୟାଙ୍କ ସୁନ୍ଦର ଆଖି ଓ ଆଖିମରା ଷ୍ଟାଇଲ ଦେଖି ଟ୍ରମ୍ପ ମଧ୍ୟ ଲାଜେଇ ଯାଇଛନ୍ତି ।


ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ପ୍ରିୟା ଓ ଟ୍ରମ୍ପ ନଜର ଆସୁଛନ୍ତି । ପ୍ରିୟା ନିଆରା ଅନ୍ଦାଜରେ ଇସାରା ଦେଉଥିବା ବେଳେ ଟ୍ରମ୍ପ ତାଙ୍କୁ ଦେଖି ଲାଜେଇ ଯାଉଥିବା ଭିଡିଓରେ ଦେଖିବାକୁ ମିଳୁଛି । ପୁରା ଭିଡିଓରେ ପ୍ରିୟା ଓ ଟ୍ରମ୍ପ ଆଖିରେ ଆଖିରେ ଇସାରା ଦେଉଥିବା ଦେଖିବାକୁ ମିଳୁଛି । ହେଲେ ଏହି ଭିଡିଓ ଦେଖିବା ପରେ ଆପଣ ବୁଝି ଯିବେ ଯେ, ଏହା ହେଉଛି ଏକ ଏଡିଟେଡ୍ ଭିଡିଓ । ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking