31.1 C
Bhubaneswar
Friday, March 29, 2024
Homeଓଡିଶାଘରୋଇ ଯାନ ଉପରେ ମଧ୍ୟ ଲାଗିଲା କଟକଣା, ଲକ୍ ଡାଉନ୍ ଅଂଚଳରେ ଚାଲିପାରିବନି

ଘରୋଇ ଯାନ ଉପରେ ମଧ୍ୟ ଲାଗିଲା କଟକଣା, ଲକ୍ ଡାଉନ୍ ଅଂଚଳରେ ଚାଲିପାରିବନି

ଭୁବନେଶ୍ୱର : କରୋନା ଭୂତାଣୁର ପ୍ରଭାବକୁ ରୋକିବା ପାଇଁ ଓଡ଼ିଶାରେ ଯେଉଁ ୫ଟି ଜିଲ୍ଲା ଓ ୮ଟି ସହରକୁ ଆଜି ରବିବାର ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଛି ସେଠାରେ ଏଣିକି ଏହି ସମୟ ଭିତରେ ଘରୋଇ ଗାଡ଼ି ମଧ୍ୟ ଚଳାଚଳା କରିପାରିବ ନାହିଁ । ଘରୋଇ ଚଳାଚଳ ଉପରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷେଦ୍ଧାଦେଶ ଜାରି କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସେ ସମ୍ପର୍କରେ ସୂଚନା ଦିଆଯାଇଛି । ଏଥିରେ ଦର୍ଶାଯାଇଛି ଯେ, ଯେଉଁ ସବୁ ସଂସ୍ଥାଗୁଡ଼ିକୁ ଅନୁମତି ରହିଛି ସେମାନଙ୍କୁ ଛାଡ଼ିଦେଲେ ଅନ୍ୟ ଘରୋଇ ଗାଡ଼ି ଚଳାଚଳ ଉପରେ କଟାକଣା ରହିବ । କିନ୍ତୁ ବିଶେଷ ପରିସ୍ଥିତିରେ ପୁଲିସର ଅନୁମତି ନେଇ ଗାଡି ଯାଇପାରିବ । ଏଥିନେଇ ପୁଲିସ ଠାରୁ ଚଳାଚଳ ଲାଗି ଅନୁମତି ପତ୍ର ନେବାକୁ ହେବ ।
 

https://onakhabar.com/2020/03/21/corona-declaration-by-cm/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking