40.1 C
Bhubaneswar
Thursday, April 25, 2024
Homeଓଡିଶା୯ଟି ଜିଲ୍ଲାରେ ଚାଲିବନି ଘରୋଇ ଗାଡ଼ି

୯ଟି ଜିଲ୍ଲାରେ ଚାଲିବନି ଘରୋଇ ଗାଡ଼ି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । ୯ଟି ଜିଲ୍ଲାରେ ଚାଲିବନି ଘରୋଇ ଗାଡ଼ି । ଏହି ଟି ଜିଲ୍ଲା ହେଲେ ଖୋର୍ଦ୍ଧା, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କଟକ , ପୁରୀ, ଯାଜପୁର, କଳାହାଣ୍ଡି, ଏବଂ ଢ଼େଙ୍କାନାଳ ଜିଲ୍ଲା । ଏହି ଜିଲ୍ଲାରେ ଚାଲିବନି ଘରୋଇ ଗାଡ଼ି । ହେଲେ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବା ପାଇଁ ଘରୋଇ ଗାଡ଼ି ଚାଲିବ । ଗ୍ରାମାଚଂଳରେ ଜଳ ସମ୍ପଦ, ଶିଳ୍ପ ପ୍ରକଳ୍ପ, ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟ ଜାରି ରହିବ । ଗ୍ରାମାଂଚଳମାନଙ୍କରେ ପୂର୍ତ୍ତ ବିଭାଗର ଅଧା ଥିବା କାର୍ଯ୍ୟ ଜାରି ରହିବ । ମାସ୍କ, ପିପିଇ, ସାନିଟାଇଜ୍‌ର ନିର୍ମାଣ କାର୍ଯ୍ୟ ଜାରି ରହିବ । ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ।
https://onakhabar.com/2020/04/18/not-a-single-corona-positive-detected-in-last-three-days-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking