34.1 C
Bhubaneswar
Friday, March 29, 2024
Homeଓଡିଶାଘରୋଇ ହସ୍‌ପିଟାଲ ପାଇଁ ଫି’ ଧାର୍ଯ୍ୟ କଲେ ରାଜ୍ୟ ସରକାର

ଘରୋଇ ହସ୍‌ପିଟାଲ ପାଇଁ ଫି’ ଧାର୍ଯ୍ୟ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଘରୋଇ ହସ୍ପିଟାଲ ପାଇଁ ଆଜି ‘ଫି’ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଚିଠି ଲେଖାଯାଇଛି ।

ସାଧାରଣ ବେଡ (ଡିସିଏଚସି ବା ଡିସିଏଚ) ପାଇଁ ୧୭୫୦ ଟଙ୍କା ରଖାଯାଇଛି । ଆଇସିୟୁ (ଡିସିଏଚ) ପାଇଁ ୧୨ ହଜାର ଟଙ୍କାର ‘ଫି’ ରଖାଯାଇଛି । ସେହିପରି ଆଇସିୟୁ ଭେଣ୍ଟିଲେଟର(ଡିସିଏଚ) ପାଇଁ ୧୩ ହଜାର ଟଙ୍କା ରଖାଯାଇଛି । କୋଭିଡ କେୟାର ସେଣ୍ଟର ପାଇଁ ୧ ହଜାର ଟଙ୍କା ‘ଫି’ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking