30.1 C
Bhubaneswar
Wednesday, April 24, 2024
Homeଓଡିଶାସୋମବାରଠୁ ଗଡ଼ିବ ଘରୋଇ ବସ

ସୋମବାରଠୁ ଗଡ଼ିବ ଘରୋଇ ବସ

ଭୁବନେଶ୍ୱର: ସୋମବାରଠୁ ରାଜ୍ୟରେ ଗଡି଼ବ ଘରୋଇ ବସ । ସୂଚନା ଦେଲେ ରାଜ୍ୟ ଘରୋଇ ବସ ମାଲିକ ସଂଘର ସମ୍ପାଦକ । ସରକାରଙ୍କ ନିକଟରେ ଯେଉଁ ଦାବି ରହିଥିଲା ତାହା ସଫଳ ହେଲା ପରେ ଏପରି ସକାରାତ୍ମକ ନିଷ୍ପତ୍ତି ନେଇଛି ଘରୋଇ ବସ ମାଲିକ ସଙ୍ଘ । ସୋମବାର ଠାରୁ ରାଜ୍ୟର ସମସ୍ତ ରୁଟରେ ଗଡ଼ିବ ବସ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତି ନେଲା ବସ ମାଲିକ ସଂଘ । ପୂର୍ବରୁ ସରକାର ରାଜ୍ୟ ମଧ୍ୟରେ ବସ ଚଳାଚଳ ପାଇଁ ଅନୁମତି ଦେଇଥିଲେ ।  କିନ୍ତୁ ବିଭିନ୍ନ ଦାବି ଉପସ୍ଥାପନ କରି ବସ ଚଳାଇବାକୁ ଅମଙ୍ଗ ଥିଲା ବସ ମାଲିକ ସଂଘ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking