34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଅନାଥଙ୍କୁ ସାହା ହେଲେ ପ୍ରୀତି ରଞ୍ଜନ ଘଡେଇ

ଅନାଥଙ୍କୁ ସାହା ହେଲେ ପ୍ରୀତି ରଞ୍ଜନ ଘଡେଇ

ଯାଜପୁର:  ଯାଜପୁର ଜିଲ୍ଲା ର ସୁକିନ୍ଦା ନିର୍ବ ଚନମଣ୍ଡଳୀ ର ଦାନଗଦି ବ୍ଲକ ନ୍ଦୁଇ ଅନାଥ ଭଉଣୀଙ୍କ ପାଠ ପଢାର ଦାୟିତ୍ୱ ନେଲେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ । ଦାନଗଦୀ ବ୍ଳକର ନଡିଆଭଙ୍ଗା ପଞ୍ଚାୟତ ବାବାଜୀଡିହ ଗାଁର ବାପା-ମା ଛେଉଣ୍ଡ ୪ ନାବାଳକ ଭାଇଭଉଣୀଙ୍କୁ ବି ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ।

ପୂର୍ବରୁ ମା’ଙ୍କୁ ହରାଇଥିବା ଶିବ, ବୁଦ୍ଧୁରାମ, ସୁମିତ୍ରା ଓ ସରସ୍ୱତୀ ଏବେ ବାପା ଗାନ୍ଧୀ ମୁଣ୍ଡାଙ୍କୁ ହରାଇଛନ୍ତି । ସେମାନଙ୍କ ବାପାଙ୍କର ଶୁଦ୍ଧକ୍ରିୟାର ବ୍ୟବସ୍ଥା କରିବା ସହ ସାନ ୨ ଭଉଣୀଙ୍କ ପଢିବାର ଦାୟିତ୍ୱ ନେଇଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ । ୨ ଭାଇ ଏବେ ସରକାରୀ ଆଶ୍ରମ ସ୍କୁଲରେ ରହି ପଢୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking