34.1 C
Bhubaneswar
Friday, March 29, 2024
Homeଓଡିଶାଲାଞ୍ଚୁଆ ଆଇଟିଆଇ କଲେଜ ପ୍ରିନ୍ସିପାଲ ଗିରଫ

ଲାଞ୍ଚୁଆ ଆଇଟିଆଇ କଲେଜ ପ୍ରିନ୍ସିପାଲ ଗିରଫ

ନୂଆପଡ଼ା: ନୂଆପଡ଼ା ଖରିଆର ରୋଡ଼୍ ଆଇଟିଆଇ କଲେଜ ପ୍ରନ୍ସିପାଲ ଗିରଫ ହୋଇଥିବା ସୂଚନା ମିଳିଛି । ପ୍ରିନ୍ସିପାଲ ବିଭୂତି ଭୂଷଣ ସାହୁଙ୍କୁ ଗିରଫ କରିଛି ଜୟପୁର ଭିଜିଲାନ୍ସ ।
ସେହି କଲେଜର କର୍ମଚାରୀ ମଣ୍ଟୁ ମହାନନ୍ଦଙ୍କଠାରୁ ଲାଞ୍ଚ ନେଇଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ଚାକିରିର ନବୀକରଣ କରିବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking