ଆବୁଧାବିରେ ହିନ୍ଦୁ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ବିଦେଶରେ ଚଳିତ ବର୍ଷ ହେବ ହିନ୍ଦୁ ମନ୍ଦିର ପ୍ରତିଷ୍ଠା । ଯାହାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ତେବେ ସେହି ଦେଶ କେଉଁ ଦେଶ ଜାଣି ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏକ ମୁସଲମାନ ଦେଶ ଅର୍ଥାତ୍ ଆବୁଧାବିରେ ନିର୍ମିତ ହୋଇଥିବା ଏକ ହିନ୍ଦୁ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଫେବୃଆରୀରେ ଆବୁଧାବିରେ ବିଏପିଏସ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ବିଏପିଏସ ସ୍ଵାମିନାରାୟଣ … Continue reading ଆବୁଧାବିରେ ହିନ୍ଦୁ ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ
Copy and paste this URL into your WordPress site to embed
Copy and paste this code into your site to embed