ପ୍ରଧାନମନ୍ତ୍ରୀଙ୍କ ଗୁଣ୍ଡା ଇଡି : ତାରା
ଭୁବନେଶ୍ୱର : ଭୁବନେଶ୍ୱରେ କଂଗ୍ରେସର ଇଡି ଅଫିସ ଘେରାଉ । କଂଗ୍ରେସ ନେତା ତାରା ବାହିନୀପତିଙ୍କ ପ୍ରତିକ୍ରିୟା । ତାରା କହିଲେ ପ୍ରଧାନମନ୍ତ୍ରୀଙ୍କ ଗୁଣ୍ଡା ସାଜିଛି ଇଡି । ଆଦାନୀ ଓ ଅମ୍ବାନୀ ଯାହା ଚାହୁଁଛନ୍ତି ତାହା ହେଉଛି । ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ କରୁଛି କଂଗ୍ରେସ: ମନୋଜ ମହାପାତ୍ର
Copy and paste this URL into your WordPress site to embed
Copy and paste this code into your site to embed