ବିବାହ ପାଇଁ ପୁରୋହିତ ଜରୁରୀ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ସୁପ୍ରିମକୋର୍ଟ ଏକ ନୂତନ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ କୁହାଯାଇଛି, ଅପରିଚିତ ବ୍ୟକ୍ତିଙ୍କ ସାମ୍ନାରେ ଗୁପ୍ତ ଭାବରେ କରାଯାଇଥିବା ବିବାହ ହିନ୍ଦୁ ବିବାହ ଆଇନ ଅନୁଯାୟୀ ବୈଧ ନୁହେଁ। ଏହି ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ବିବାହ ଏକ ସରଳ ବିବାହ ସମାରୋହ ମାଧ୍ୟମରେ ହୋଇପାରିବ। ଯେଉଁଠାରେ ବର-କନ୍ୟା ଓକିଲଙ୍କ ଚାମ୍ବରରେ ପରସ୍ପର ସହିତ ମୁଦି ବିନିମୟ କରିପାରିବେ। ଉଭୟ ଭାଷା, ପ୍ରଥା, ରୀତିନୀତି କିମ୍ବା … Continue reading ବିବାହ ପାଇଁ ପୁରୋହିତ ଜରୁରୀ ନୁହେଁ: ସୁପ୍ରିମକୋର୍ଟ