ଯୁବ ସଂଘଠନ ଦ୍ବାରା ସାମ୍ଵାଦିକ ସମିଳନୀ

ଜୟପୁର: ଜୟପୁର ବାବା ସାହେବ କୋଲ୍ଯାଣ ମଣ୍ଡପ ଠାରେ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଥିଲା । ସମିଳନୀରେ ମହିଳା ସଶକ୍ତିକରଣ ନିମନ୍ତେ ବିଭିନ୍ନ ଯୋଜନା ଉପରେ ଆଲୋଚୋନା ହୋଇଥିଲା । ସରକାରଙ୍କ ନିର୍ଦେଶ କ୍ରମେ SHG ଗ୍ରୁପ୍ର ମାନେ ଜୟପୁର ପୌରପରିଷଦରେ ଥିବା ପବ୍ଲିକ ଟୋ ଲେଟ ସମସ୍ତ ରକ୍ଷଣା ବେକ୍ଷଣ ଦାଇତ୍ୱରେ ରହିବେ । କିନ୍ତୁ ଦୁଃଖର ବିସୟ ଜୟପୁର ସହରରେ ରହିଥିବା ସମ୍ପ୍ରଦାୟ ଶୌଚାଳୟ ମଧ୍ୟରୁ ୧୮ଟି ଶୌଚାଳୟ ପାଇଁ ୧୮ ଟି SHG ମହିଳା ଗ୍ରୁପ୍ କୁ ରକ୍ଷଣା ବେକ୍ଷଣ ଦାଇତ୍ଵ ପ୍ରଦାନ କୋରୀଥୀଲେ 13/6/2020 ରେ ।ହେଲେ ଦୀର୍ଘ ଚାରିମାସ ହେଲାଣି କାହିଁକି କାର୍ଯ୍ୟାଦେଶ ରୋ ଦାଈତ୍ୱ ପ୍ରଦାନ କୋରାଯାଉନି । ହେଲେ ଏକ ପ୍ରଶ୍ନବାଚି ସ୍ରୁସ୍ଟି କୋରୀଚୀ ଯେ କୋରାପୁଟ ଜିଲ୍ଲାପାଳଙ୍କୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ମନୁନାହାନ୍ତି । ଯୋଉ ଦ୍ଵାରା ଆସନ୍ତା କାଲି ଜୟପୁର ପୌରପରିଷଦ ସମୁଖରେ ଅନଶନରେ ବସିବା ନିମନ୍ତେ ଯୁବ ସଂଘଠନ ତରଫରୁ ରବୀନ୍ଦ୍ର ମହାପାତ୍ର ସୁଚନା ପ୍ରଦାନ କୋରୀଛୋନ୍ତି ।

LEAVE A REPLY

Please enter your comment!
Please enter your name here