40.1 C
Bhubaneswar
Thursday, April 25, 2024
Homeଓଡିଶାପୁଲିସ ପଦକ ପାଇଁ ଓଡିଶାରୁ ୧୫ ଜଣ ମନୋନୀତ

ପୁଲିସ ପଦକ ପାଇଁ ଓଡିଶାରୁ ୧୫ ଜଣ ମନୋନୀତ

ଭୁବନେଶ୍ବର: ସ୍ବାଧୀନତା ଦିବସ ୨୦୨୨ ପୁଲିସ ପଦକ ପାଇଁ ଓଡିଶା ପୁଲିସର ୧୫ ଜଣ ମନୋନୀତ ହୋଇଛନ୍ତି। ୨ ଜଣ ପୁଲିସ କର୍ମଚାରୀଙ୍କୁ ସାହସିକତା ପଦକ ପାଇଁ ଚୟନ କରାଯାଇଥିବା ବେଳେ ୨ ଜଣଙ୍କୁ ବିଶିଷ୍ଟ ତଥା ଉତ୍କୃଷ୍ଟ ସେବା ନିମନ୍ତେ ରାଷ୍ଟ୍ରପତି ପୁଲିସ ପଦକ ପାଇଁ ବିବେଚିତ ହୋଇଛନ୍ତି। ସେହିପରି ୧୧ ଜଣ ପୁଲିସ କର୍ମଚାରୀଙ୍କୁ ପ୍ରଶଂସନୀୟ ସେବା ନିମନ୍ତେ ପୁଲିସ ପଦକ ପାଇଁ ବିବେଚିତ ହୋଇଛନ୍ତି।

-ସାହସିକତା ପଦକ
୧ କୁମାର କର୍ମୀ, କମାଣ୍ଡୋ
୨.ପିତବାସ ପାଣ୍ଡେ, କମାଣ୍ଡୋ

-ବିଶିଷ୍ଟ ସେବା ପାଇଁ
୧.ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁଲିସ କମିଶନର
୨.ସରୋଜ କୁମାର ମହାପାତ୍ର, ଇନଚାର୍ଜ ଏସପି ସିକୁରିଟି ଓ୍ବିଙ୍ଗ୍

-ସମ୍ମାନଜନକ ସେବା ପାଇଁ
୧.ପ୍ରକାଶ କୁମାର‌ ନାୟକ, ଅତିରିକ୍ତ ଏସପି ଭିଜିଲାନ୍ସ କଟକ
୨.ସଚିଦାନନ୍ଦ ରଥ, ଡିଏସପି ଏସଟିଏଫ୍
୩.ଗୁରୁପ୍ରସାଦ ଶିବଶଙ୍କର ନନ୍ଦ, ଡିଏସପି ବିପିଏସପିଏ
୪.ବନିତା ମାଝୀ, ଡିଏସପି ରାଉରକେଲା
୫.ଏନ ତ୍ରିନାଥ ଦୋରା, ଏସଆଇ କ୍ରାଇମବ୍ରାଞ୍ଚ କଟକ
୬.ମହମ୍ମଦ ଜାହାଙ୍ଗିର, ଏସଆଇ ସମ୍ବଲପୁର ସ୍ପେଶାଲ ସ୍କ୍ବାଡ
୭.ବିଷ୍ଣୁ କୁମାର ବୁରା, ହାବିଲଦାର ଓଏସ ଏପି ବାଟାଲିୟନ
୮.ହୃଷିକେଶ ବାରିକ, ଡ୍ରାଇଭର ହାବିଲଦାର ଅନୁଗୁଳ
୯.ବସନ୍ତ କୁମାର ଡାକୁଆ, ଏସ ଓଜି କୋରାପୁଟ
୧୦.ଅଞ୍ଜନ କୁମାର ମହାନ୍ତି, କନଷ୍ଟେବଲସୁନ୍ଦରଗଡ
୧୧.ପ୍ରଶାନ୍ତ ପରିଡା, ସିପଏ, କୋରାପୁଟ ୩ୟ ବାଟାଲିୟନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking