ତ୍ୱରିତ ନ୍ୟାୟକୁ ରାଷ୍ଟ୍ରପତିଙ୍କ ଗୁରୁତ୍ୱ

କଟକ: ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସାମାଜିକ ଓ ଆର୍ଥିକ ଅନଗ୍ରସରଙ୍କୁ ନ୍ୟାୟ ଉପରେ ସମ୍ବିଧାନରେ ପ୍ରାଥମିକତା ଦେବା ଉଚିତ । ନ୍ୟାୟ ପ୍ରଦାନ ବେଳେ ନିରପେକ୍ଷତାକୁ ଅକ୍ଷୁର୍ଣ୍ଣ ରଖିବାକୁ ପରାମର୍ଶ ଦେଲେ ମ୍ୟାଡାମ ପ୍ରେସିଡେଣ୍ଟ । ବଂଚିତ ବର୍ଗକୁ ସୁବିଧାରେ ନ୍ୟାୟ ପ୍ରଦାନ ଆମ କର୍ତ୍ତବ୍ୟ ହେବା ଉଚିତ । କିଛି ଆଇନଜୀବୀ ବିନାମୂଲ୍ୟରେ ଆଇନ ଯୋଗାଉଛନ୍ତି । ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଲେ … Continue reading ତ୍ୱରିତ ନ୍ୟାୟକୁ ରାଷ୍ଟ୍ରପତିଙ୍କ ଗୁରୁତ୍ୱ