ଦେଶବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଁଖାଇ ପର୍ବରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସମୃଦ୍ଧତା କାମନା କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ନୁଆଖାଇ ହେଉଛି ଏକ କୃଷି ମହୋତ୍ସବ ଯାହାକି ଓଡିଶାର ପଶ୍ଚିମ ଜିଲ୍ଲାରେ ପାଳନ କରାଯାଏ ଯେଉଁଠାରେ କୃଷି କ୍ଷେତ୍ରର ପ୍ରଥମ ଶସ୍ୟ ଦେବୀଙ୍କୁ ଅର୍ପଣ କରାଯାଏ। ଏହି ଅବସରରେ ପିଲାମାନେ ବଡମାନଙ୍କ ଆଶୀର୍ବାଦ ଲୋଡିଥାନ୍ତି। ବିଶେଷ କରି ସମ୍ବଲପୁର, ବରଗଡ, ଝାରସୁଗୁଡା, ବଲାଙ୍ଗୀର, କଳାହାଣ୍ଡି, ନୁଆପଡା, ନବରଙ୍ଗପୁର, ଦେଓଗଡ ଏବଂ ସୁନ୍ଦରଗଡରେ ଏହି ପର୍ବ … Continue reading ଦେଶବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Copy and paste this URL into your WordPress site to embed
Copy and paste this code into your site to embed