ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆଜି ପବିତ୍ର ଜନ୍ମାଷ୍ଟମୀ । ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଦେବକୀ ଓ ଯଶୋଦା ନନ୍ଦନ ପ୍ରଭୁ ଶ୍ରୀକୃଷ୍ଣ । ନନ୍ଦଲାଲାଙ୍କ ଜନ୍ମକୁ ନେଇ ଉଠୁଛି ପଡୁଛି ଗୋପପୁର ଓ ମଥୁରା। ଦ୍ବାପର ଯୁଗରେ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବସୁଦେବ ଓ ଦେବକୀଙ୍କ ପୁଅ ରୂପେ ଜନ୍ମ ନେଇଥିଲେ ଭଗବାନ କୃଷ୍ଣ। ହରେକୃଷ୍ଣ ନାମରେ ଗୁଞ୍ଜରିତ ହେଉଛି ଗଗନପବନ । ଜନ୍ମାଷ୍ଟମୀ ଅବସରରେ ଦେଶବାସୀଙ୍କୁ … Continue reading ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି