27.8 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗରାସ୍ତା ମଝିରେ ପ୍ରସବ କଲେ ମହିଳା

ରାସ୍ତା ମଝିରେ ପ୍ରସବ କଲେ ମହିଳା

ପାରଳାଖେମୁଣ୍ଡି: ରାଜନଅର ସମ୍ମୁଖ ମୁଖ୍ୟ ରାସ୍ତାରେ ଅସହାୟ ମହିଳାଙ୍କ ପ୍ରସବ । ତେବେ ପ୍ରସୂତି ଜଣକ ସ୍ଥାନୀୟ ଅଂଚଳରେ ଭିକ୍ଷାବୃତ୍ତି କରୁଥିବା ସୂଚନା ମିଳିଛି । ପରେ ଏହି ଘଟଣା ଦେଖିବା ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ସୁଦ୍ଧା ଆମ୍ବୁଲାନ୍ସ ପହଂଚି ନଥିଲା । ପରେ ସ୍ଥାନୀୟ ଲୋକେ ଏକ ଅଟୋରେ ପ୍ରସୂତିଙ୍କୁ ମେଡିକାଲ ପଠାଇଥିଲେ । ହସ୍ପିଟାଲରେ ପହଂଚିବା ପରେ ପ୍ରସୂତୀ ଏକ ନବଜାତ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ହସ୍ପିଟାଲରେ ମାଆ ଓ ନବଜାତ ଶିଶୁ ସୁସ୍ଥ ରହିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking