କେଜ୍ରିୱାଲଙ୍କୁ ହରାଇଲେ ପ୍ରଭେଶ ବର୍ମା

ନୂଆଦିଲ୍ଲୀ: ବିଜେପିର ବଡ ସଫଳତା । ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ପୁନରାଗମନ କରୁଛି । ଆପକୁ ପରାଜୟର ସାମ୍ନା କରିବାକୁ ପଡିଛି । ୭୦ଟି ଆସନ ମଧ୍ୟରୁ ବିଜେପି ୪୮ଟି ଆସନରେ ଏବଂ ଆମ ଆଦମୀ ପାର୍ଟି ୨୨ଟି ଆସନରେ ଆଗୁଆ ଅଛି । କେଜରିୱାଲଙ୍କୁ ୪୦୨୫ ଭୋଟରେ ପରାସ୍ତ କରିଛନ୍ତି ପ୍ରଭେଶ ବର୍ମା । ବିଜୟ ପରେ ପ୍ରଭେଶ ବର୍ମା ଅମିତ ଶାହଙ୍କୁ ଭେଟିବାକୁ ପହଞ୍ଚିଥିଲେ। ଗତ ନିର୍ବାଚନ (୨୦୨୦) ତୁଳନାରେ ବିଜେପି ଏହାର … Continue reading କେଜ୍ରିୱାଲଙ୍କୁ ହରାଇଲେ ପ୍ରଭେଶ ବର୍ମା