29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ପ୍ରତିଜ୍ଞା ଫାଉଣ୍ଡେସନ

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ପ୍ରତିଜ୍ଞା ଫାଉଣ୍ଡେସନ

ଯାଜପୁର: ବନ୍ୟା ବିପନ୍ନଙ୍କୁ ସହାୟତା ସହାୟତାର ହାତ ବଢାଇଲା ପ୍ରତିଜ୍ଞା ଫାଉଣ୍ଡେସନ । ଯାଜପୁର ସୂଜନପୁର, ଏରଡା, ହସନପୁର ଠାରେ ପ୍ରତିଜ୍ଞା ଫାଉଣ୍ଡେସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଘର ଘର ବୁଲି ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ବ୍ରାହ୍ମଣୀ ନଦୀରେ ବନ୍ୟା ଆସି ବରି ବ୍ଲକରେ ୮ଟି ଘାଇ ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏବେବି ଏରଡା ଠାରେ ବହୁ ଲୋକେ ଜଳବନ୍ଦି ଅଛନ୍ତି । ସମ୍ପାଦକ ସୁଶିଲ ମହାନ୍ତିଙ୍କ ନେତୃତ୍ୱରେ ସ୍ଥାନୀୟ ବନ୍ୟା ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା । ଏହି ଖାଦ୍ୟ ବଂଟନ କାର‌୍ୟ୍ୟରେ ଫାଉଣ୍ଡେସନର ବିଭିନ୍ନ କର୍ମୀ ମାନେ ସହଯୋଗ କରିଥିଲେ । ଫାଉଣ୍ଡେସନର ଏଭଳି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking