27.1 C
Bhubaneswar
Tuesday, September 27, 2022
Homeଓଡିଶାମୁଁ ଅନୁତପ୍ତ ନୁହେଁ -ପ୍ରଶାନ୍ତ ଜଗଦ୍ଦେବ

ମୁଁ ଅନୁତପ୍ତ ନୁହେଁ -ପ୍ରଶାନ୍ତ ଜଗଦ୍ଦେବ

ଚିଲିକା : ଗାଡି ମଡାଇବା ଘଟଣା ନେଇ ମୁଁ ଅନୁତପ୍ତ ନୁହେଁ କହିଲେ ପ୍ରଶାନ୍ତ ଜଗଦ୍ଦେବ । ଜମିନ ପାଇ ଜେଲରୁ ମୁକୁଳିବ ପରେ ଚିଲିକା ବିଧାୟକ ପ୍ରଶାନ୍ତ ଙ୍କ ପ୍ରତିକ୍ରିୟା । ଘଟଣାକୁ ନେଇ ମୁଁ ଆଦୈା ଅନୁତପ୍ତ ନୁହେଁ , ମୋର କିଛି ଭୁଲ ନ ଥିଲା । ବାଣପୁର ବ୍ଲକ ଅଫିସ ପାଖରେ ବିଜେପି କର୍ମୀ ଯୋଜନାବଦ୍ଧ ଆକ୍ରମଣ କଲେ । ମୋତେ ମାରି ଦେବାକୁ ଉଦ୍ୟମ କରି ଠେଙ୍ଗାରେ ପିଟି ଚାଲିଲେ । ପ୍ରବଳ ମାଡରେ ବ୍ଲାକ ଆଉଟ ହେବାରୁ ଏକ୍ସଲେଟରରେ ଗୋଡ ଚପି ଗଲା । ଗାଡିରେ ମଦ ବୋତଲ ଓ ନମ୍ବରପ୍ଲେଟ ବଦଳ ବି ବିଜେପି ଷଡଯନ୍ତ୍ର ଥିଲା । ମୁଁ ମଦ ପିଇବା ଛାଡି ଦେଇଛି , ସକାଳ ୭ଟାରେ କିଏ ମଦ ପିଏ ? ଦଳ ବହିଷ୍କାର କରିଛି , କିନ୍ତୁ ପୁଣି ଗ୍ରହଣ କରି ଟିକେଟ ଦେବ ବୋଲି ଆଶା । ସ୍ୱାଧୀନ ଭାବେ ଲଢିବାର ନାହିଁ । ଦଳ ଯାହା ନିଷ୍ପତି ନେବେ କାର୍ଯ୍ୟକାରୀ କରିବି । ମୁଁ ଫିଲ କରୁଛି ଯେ ମୁଁ ବିଜେଡିରେ ଅଛି , ଜଣେ ଶୁଭେଚ୍ଛୁ ସୈନିକ ଭାବେ । ମୁଁ ଶୃଙ୍ଖଳିତ ହେବା ଦଳ ଫିଲ କଲେ ଦାୟିତ୍ୱ ଦେବ ବୋଲି ଆଶା କରୁଥିବା ନେଇ କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking