40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଭେଣ୍ଟିଲେଟର ରେ ପ୍ରଣବ ମୂଖାର୍ଜୀ

ଭେଣ୍ଟିଲେଟର ରେ ପ୍ରଣବ ମୂଖାର୍ଜୀ

ନୂଆଦିଲ୍ଲୀ: ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ମୁଣ୍ଡରେ ହୋଇଥିବା ରକ୍ତ ଜମାଟ ଅପରେସନ ପରେ ଦିଲ୍ଲୀ ଆର୍ମି ହସ୍ପିଟାଲରେ ପ୍ରଣବଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ସୂଚନା ଅନୁସାରେ ତାଙ୍କ ମୁଣ୍ଡରେ ହୋଇଥିବା ଏକ ରକ୍ତ ଜମାଟକୁ କାଢ଼ିବା ପାଇଁ ଅପରେସନ କରାଯାଇଛି । ଅପରେସନ ସଫଳ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । କାଲି ଅସ୍ତ୍ରୋପଚାର ପାଇଁ ଯାଇଥିବାବେଳେ ନମୁନା ପରୀକ୍ଷାରୁ ଜଣାପଡିଥିଲା ସେ କରୋନା ପଜିଟିଭ୍ । ଏନେଇ ସେ ନିଜେ ସୂଚନା ଦେଇଥିଲେ । rentgirls

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking