ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ପ୍ରମିଳା

ଭୁବନେଶ୍ୱର: ବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ । ଓଡିଶା ବିଧାନସଭାର ବାଚସ୍ପତି ପ୍ରାର୍ଥୀ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ।  ଏହି ସମୟରେ ବିଜେଡିର ଅନେକ ନେତା ଓ କର୍ମୀମାନେ ଉପସ୍ଥିତ ରହିଛନ୍ତି । ସେହିପରି ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଭେଟିଛନ୍ତି ପ୍ରମିଳା ମଲ୍ଲିକ ।ତେବେ ଓଡିଶା ବିଧାନସଭା ଦେଖିବ ପ୍ରଥମ ମହିଳା ବାଚସ୍ପତି । ଆସନ୍ତାକାଲି ନିଦ୍ୱର୍ନ୍ଦରେ ହେଇପାରନ୍ତି ନିର୍ବାଚିତ ହେବା … Continue reading ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ପ୍ରମିଳା