34.1 C
Bhubaneswar
Thursday, April 25, 2024
Homeଓଡିଶା୭୨ତମ ସାଧାରଣତନ୍ତ୍ର ଦିବସ ପାଳନ

୭୨ତମ ସାଧାରଣତନ୍ତ୍ର ଦିବସ ପାଳନ

ପଟିଆ/ ଭୁବନେଶ୍ୱର: ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ପଟିଆ ସେବା କେନ୍ଦ୍ର
ପରିସରରେ ସର୍ବପ୍ରଥମେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ
ସମ୍ମାନୀତ ଅତିଥି ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡର ଚିଫ୍ ଇଞ୍ଜିନିୟର ରବିନାରାୟଣ ପୃଷ୍ଟି ଏବଂ ପଟିଆ ସେବା
କେନ୍ଦ୍ରର ସଂଚାଳିକା ବ୍ରହ୍ମାକୁମାରୀ ଗୋଲାପଙ୍କ ଦ୍ୱାରା “ସଡକ ସୁରକ୍ଷା ଜୀବନ ରକ୍ଷା” ଶାନ୍ତି ଶୋଭା
ଯାତ୍ରା ଶୁଭାରମ୍ଭ କରାଯାଇଥିଲା । ଏହି ଶାନ୍ତି ଯାତ୍ରା ରେ ଦୃତ ଗତିରେ ଗାଡି ଚଳାନ୍ତୁ ନାହିଁ, ମଦ୍ୟପାନ
କରି ଗାଡି ଚଳାନ୍ତୁ ନାହିଁ, ବିନା ହେଲ୍‌ମେଟ ରେ ଦୁଇ ଚକିଆ ଗାଡିଚଳାନ୍ତୁ ନାହିଁ । ଗାଡି ଚଳାଇବା
ସମୟରେ ମୋବାଇଲ ଫୋନ ବ୍ୟବହାର କରନ୍ତୁ ନାହିଁ, ଚାରି ଚକିଆ ଯାନରେ ଚାଳକ ଓ ଯାତ୍ରୀ ସିଟ୍‌
ବେଲ୍‌ଟ ବ୍ୟବହାର କରନ୍ତୁ ଓ ଭୁଲ୍ ରାସ୍ତାରେ ଗାଡି ଚଳାନ୍ତୁ ନାହିଁ, ଗାଡିର ସମସ୍ତ କାଗଜପତ୍ର ବୈଧରଖି
ଗାଡି ଚଳାନ୍ତୁ ଆଦି ପ୍ଲାଏ କାର୍ଡ ଦ୍ୱାରା ସଚେତନତା ବାର୍ତା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking