43.9 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଯାଜପୁର ଗସ୍ତରେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ 

ଯାଜପୁର ଗସ୍ତରେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ 

ଯାଜପୁର: ଆଜି ଯାଜପୁର ଜିଲ୍ଲା ଗ୍ରସ୍ତରେ ପ୍ରଦୀପ ନାୟକ, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ବରୀ ବିଜେପି ପାର୍ଥି ବିଶ୍ୱ ମଳିକ ପ୍ରଭୁତି ବରୀରେ ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ବନ୍ୟା କ୍ଷୟ କ୍ଷତି ବୁଲି ଦେଖିଥିଲେ । ଏଥିସହ ବରୀରେ ବ୍ୟଞ୍ଜନାପୁର ଠାରେ ହୋଇଥିବା ଘାଇ ମଧ୍ୟ ଦେଖିଥିଲେ । ବନ୍ୟା ଅଞ୍ଚଳର କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବେ ବୋଲି ମଧ୍ୟ କହିଛନ୍ତି । ଏଥିସହ ଯାଜପୁର ଜିଲ୍ଲାରେ ହୋଇଥିବା ଘାଇ ଗୁଡିକ ଅଧାରୁ ଅଧିକ ମନୁଷ୍ୟ କୃତ୍ୟ ଓ ବିଶେଷ କରି ଧର୍ମଶାଳା ରେ ହୋଇଥିବା ଘାଇ ଲୋକଙ୍କୁ ବିନାଦଶରେ ହଇରାଣ କରିବା ସହ ରାଜସ୍ୱ ଲୁଟ ପାଇଁ ହୋଇଥିବା କଥା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ ନାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking