ବିଧାନସଭାରେ ପ୍ରଦୀପ ପାଣିଗ୍ରାହୀଙ୍କ ଧାରଣା

ଭୁବନେଶ୍ୱର: ବିଧାନସଭା ମଧ୍ୟରେ ଧାରଣାରେ ବସିଲେ ପ୍ରଦୀପ ପାଣିଗ୍ରାହୀ । ପ୍ରଶ୍ନ ପଚାରିବାକୁ ସୁଯୋଗ ନ ଦେବାରୁ ଧାରଣାରେ ବସିଲେ ପ୍ରଦୀପ ପାଣିଗ୍ରାହୀ । ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଲେ ପ୍ରଦୀପ । ବାଚସ୍ପତିଙ୍କ ଅନୁରୋଧ ପରେ ଧାରଣାରୁ ହଟିଲେ ପ୍ରଦୀପ ପାଣିଗ୍ରାହୀ । ଶ୍ରୀକ୍ଷେତ୍ର ମାଟିରେ ମହାପୁରୁଷଙ୍କ ଅପମାନ !